OUSSSC Police SI Mock Test 2026 – 10 Full Mock Test (30 Papers) Explanation ସହ

OUSSSC Police SI Mock Test ଖୋଜୁଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର! Combined Police Service Examination-2024 (CPSE-2024) [Sub-Inspector Level Examination] ପାଇଁ Tech of World (TOW) App ରେ 10ଟି Full Mock Test (30 Papers) ସମସ୍ତ ପ୍ରଶ୍ନର Explanation ସହିତ Update କରିଦିଆଯାଇଛି। ପ୍ରତ୍ୟେକ Mock Test ରେ Paper-I, Paper-II ଓ Paper-III (Technical) ଅଛି, ଅର୍ଥାତ୍ ମୋଟ 5,000 ପ୍ରଶ୍ନ।

ପୂର୍ବରୁ ଏହି ପରୀକ୍ଷା Odisha Police Recruitment Board (OPRB) ନେଉଥିଲା। ଏବେ ଏହା Odisha Uniformed Services Staff Selection Commission (OUSSSC) ଦ୍ୱାରା November 2026 ରେ ହେବ। ଏହି ସମସ୍ତ Mock Test ପୂର୍ବ Odisha Police SI PYQ ର Pattern ଓ Level ଅନୁସାରେ ପ୍ରସ୍ତୁତ କରାଯାଇଛି, ତେଣୁ Real Exam ପାଇଁ ଏହା ସମ୍ପୂର୍ଣ୍ଣ Relevant।

ଏହି ଲେଖାରେ OUSSSC Police SI Mock Test ର ସମ୍ପୂର୍ଣ୍ଣ ବିବରଣୀ – Exam Pattern, Subject-wise ପ୍ରଶ୍ନ ସଂଖ୍ୟା, Sample ପ୍ରଶ୍ନ, Paper-wise Preparation Guide, 30 ଦିନର Time Table ଓ FAQs ସରଳ ଭାଷାରେ ଦିଆଯାଇଛି। OUSSSC Police SI Mock Test ଦେବା ପୂର୍ବରୁ ଏହାକୁ ପୂରା ପଢ଼ନ୍ତୁ।

📢 Latest Update: OUSSSC Press Note No. 713/OUSSSC (ତା 14.10.2026) ଅନୁଯାୟୀ CPSE-2024 ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ 15.10.2026 (10 AM) ରୁ 29.10.2026 (10 PM) ମଧ୍ୟରେ ousssc.odisha.gov.in ରେ Log In କରି ନିଜ Data Update/Validate କରିବାକୁ ପଡ଼ିବ। ଏହି Data ପରବର୍ତ୍ତୀ ସମସ୍ତ ପର୍ଯ୍ୟାୟ ପାଇଁ Final ବୋଲି ଧରାଯିବ। Exact Exam Date Admit Card ରେ ଜଣାଯିବ।

🎯 Start OUSSSC SI Mock Test Now

📲 Download TOW App (Google Play) 📄 Free Police SI Demo PDF

OUSSSC Police SI Exam 2026 – Overview

OUSSSC Police SI Mock Test ଆରମ୍ଭ କରିବା ପୂର୍ବରୁ ପରୀକ୍ଷାର ମୂଳ ତଥ୍ୟ ଗୋଟିଏ Table ରେ ଦେଖିନିଅନ୍ତୁ।

Particular Details
Exam Name Combined Police Service Examination-2024 (CPSE-2024) – Sub-Inspector Level
Conducting Body Odisha Uniformed Services Staff Selection Commission (OUSSSC) (ପୂର୍ବରୁ OPRB)
Original Advertisement No. 02-CPSE-2024/OPRB, dated 17.01.2025
Total Posts 933 (SI of Police 609, SI Armed 253, Station Officer Fire 47, Asst. Jailor 24)
Data Update / Validation 15.10.2026 (10 AM) – 29.10.2026 (10 PM)
Written Exam November 2026 (OMR based, Offline)
Negative Marking 0.25 per wrong answer
Official Website ousssc.odisha.gov.in

↔ Mobile ରେ ସବୁ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମକୁ swipe କରନ୍ତୁ।

OUSSSC Police SI Exam Pattern ଓ OUSSSC Police SI Mock Test

Advertisement ଅନୁଯାୟୀ Written Exam ରେ କେବଳ Objective MCQ ଆସିବ। ପ୍ରତି ଠିକ୍ ଉତ୍ତର ପାଇଁ 1 ମାର୍କ ଓ ପ୍ରତି ଭୁଲ ଉତ୍ତର ପାଇଁ 0.25 ମାର୍କ କଟିବ। ଛାଡ଼ିଥିବା ପ୍ରଶ୍ନରେ ମାର୍କ କଟିବ ନାହିଁ। ଆମ OUSSSC Police SI Mock Test ଠିକ୍ ଏହି Pattern ରେ ପ୍ରସ୍ତୁତ।

Paper Subject Marks Time
Paper-I General English & Odia Language 100 MCQ 90 Minutes
Paper-II General Studies 200 MCQ 180 Minutes
Paper-III Technical Paper (Physics & Chemistry, +3 Standard) – Station Officer (Fire Service) ପାଇଁ 200 MCQ 180 Minutes

SI of Police, SI Armed ଓ Asst. Jailor ପାଇଁ Paper-I + Paper-II (300 ମାର୍କ) ଓ Station Officer (Fire) ପାଇଁ Paper-III ସହ ମୋଟ 500 ମାର୍କ। Written Exam ପରେ Vacancy ର 7 ଗୁଣ ପ୍ରାର୍ଥୀଙ୍କୁ Physical Standard ଓ Physical Efficiency Test (Qualifying) ପାଇଁ ଡକାଯିବ।

Police SI Eligibility ଓ Physical Standard

Written Exam ସହ Eligibility ଓ Physical Standard ମଧ୍ୟ ମନେ ରଖନ୍ତୁ। Advertisement No. 02-CPSE-2024 ଅନୁଯାୟୀ ମୁଖ୍ୟ ନିୟମ:

Particular Rule
Age 21 ରୁ 25 ବର୍ଷ (01.01.2024 ସୁଦ୍ଧା); SC, ST, SEBC ଓ Women ପାଇଁ 5 ବର୍ଷ ଛାଡ଼
Qualification ଯେକୌଣସି Discipline ରେ Bachelor Degree; Station Officer (Fire) ପାଇଁ Science ବା Engineering Graduate
Language Odia ପଢ଼ିବା, ଲେଖିବା ଓ କହିବା ଜାଣିଥିବା ଆବଶ୍ୟକ (ME School ବା ଉପର ସ୍ତରରେ Odia ପାସ)
Height (General & SEBC) Men 168 cm, Women 155 cm
Height (SC/ST) Men 163 cm, Women 150 cm
Running (SI of Police) 1.6 km – Men 8 ମିନିଟ, Women 10 ମିନିଟ
Long Jump Men 3.66 m, Women 2.77 m (3 ଥର ସୁଯୋଗ)
Pay Scale Level-9, Cell-1 – ₹35,400 (ORSP-2017)

Physical Test କେବଳ Qualifying, ଏଥିରେ ମାର୍କ ମିଳେ ନାହିଁ। Final Merit Written Exam ର ମାର୍କ ଉପରେ ନିର୍ଭର କରେ, ତେଣୁ Written Exam ପାଇଁ ଭଲ ଅଭ୍ୟାସ କରିବା ସବୁଠାରୁ ଜରୁରୀ। Physical ପାଇଁ ମଧ୍ୟ ପ୍ରତିଦିନ ସକାଳେ Running ଓ Long Jump ଅଭ୍ୟାସ ଆରମ୍ଭ କରନ୍ତୁ, ଯାହାଫଳରେ Written ପରେ ତୁରନ୍ତ ହେବାକୁ ଥିବା PET ରେ କୌଣସି ଅସୁବିଧା ନହେବ। ସମସ୍ତ Certificate (Degree, Caste, Odia Pass, Aadhaar) ଏବେଠାରୁ ପ୍ରସ୍ତୁତ ରଖନ୍ତୁ।

OUSSSC Police SI 10 Full Mock Test – Plan

TOW App ରେ OUSSSC Police SI Mock Test କୁ Easy → Moderate → Hard କ୍ରମରେ ସଜାଯାଇଛି, ଯାହାଫଳରେ ଆପଣଙ୍କ Level ଧୀରେ ଧୀରେ ବଢ଼ିବ।

Paper Easy Moderate Hard Total
Paper-I (English & Odia) Mock 01–03 Mock 04–06 Mock 07–10 10 Papers
Paper-II (General Studies) Mock 01–03 Mock 04–06 Mock 07–10 10 Papers
Paper-III (Technical) Mock 01–03 Mock 04–06 Mock 07–10 10 Papers
Total 3 Tests 3 Tests 4 Tests 30 Papers

Subject-wise Questions in Each Mock Test

ପ୍ରତ୍ୟେକ OUSSSC Police SI Mock Test ରେ Real Exam ପରି 500ଟି ପ୍ରଶ୍ନ ଅଛି। Paper-II ର Subject Weightage 2023 Police SI Paper ଅନୁସାରେ ରଖାଯାଇଛି।

Paper Subject Questions
Paper-I
(100)
Odia Language 50
General English 50
Paper-II
(200)
General Knowledge (History, Geography, Polity, Economy, Odisha GK) 78
Current Affairs 25
General Science 24
Mathematics 32
Reasoning 17
Computer 24
Paper-III
(200)
Physics 100
Chemistry 100
Per Mock Test / 10 Mock Tests 500 / 5,000

OUSSSC Police SI Mock Test – Features

  • Exam Mode 📝 ଓ Quiz Mode 🎯: Exam Mode ରେ Timer ସହ Real Exam ପରି Test ଦିଅନ୍ତୁ, Quiz Mode ରେ ପ୍ରତି ପ୍ରଶ୍ନ ପରେ ସଙ୍ଗେ ସଙ୍ଗେ ଉତ୍ତର ଦେଖନ୍ତୁ।
  • ସମସ୍ତ ପ୍ରଶ୍ନର Explanation: 5,000 ପ୍ରଶ୍ନର ସରଳ Explanation, Math ରେ Given–Concept–Solution ଓ Shortcut।
  • PYQ Pattern ଅନୁସାରେ: ପୂର୍ବ Odisha Police SI PYQ ର Pattern, Level ଓ Topic Trend ଅନୁସାରେ ପ୍ରସ୍ତୁତ।
  • Paper-III ରେ Picture Questions: Physics ଓ Chemistry ରେ Diagram ଆଧାରିତ ପ୍ରଶ୍ନ।
  • Negative Marking Practice: 0.25 Negative Marking ସହ Score, ଯାହା ଆପଣଙ୍କ Accuracy ବୁଝିବାରେ ସାହାଯ୍ୟ କରେ।
  • Odia + English: Odia ପ୍ରଶ୍ନ Odia ରେ ଓ ଅନ୍ୟ ପ୍ରଶ୍ନ English ରେ, ଯେପରି Real Exam ରେ ଆସେ।

OUSSSC Police SI Mock Test କାହିଁକି ଜରୁରୀ?

କେବଳ ବହି ପଢ଼ି Police SI ପରୀକ୍ଷା ପାସ କରିବା କଷ୍ଟକର, କାରଣ Real Exam ରେ 90 ଓ 180 ମିନିଟ ଭିତରେ ଅନେକ ପ୍ରଶ୍ନ ଶେଷ କରିବାକୁ ପଡ଼େ ଏବଂ Negative Marking ମଧ୍ୟ ଅଛି। ନିୟମିତ OUSSSC Police SI Mock Test ଦେଲେ ଆପଣ ଜାଣିପାରିବେ କେଉଁ Subject ରେ ଆପଣ ଶକ୍ତିଶାଳୀ ଓ କେଉଁଠି ଅଧିକ ପରିଶ୍ରମ ଦରକାର।

OUSSSC Police SI Mock Test ର ଲାଭ ଆପଣଙ୍କୁ କ’ଣ ମିଳିବ
Time Management Paper-I ରେ 100 ପ୍ରଶ୍ନ 90 ମିନିଟରେ ଓ Paper-II ରେ 200 ପ୍ରଶ୍ନ 180 ମିନିଟରେ ଶେଷ କରିବା ଅଭ୍ୟାସ
Accuracy 0.25 Negative Marking ସହ Score ଦେଖି ଅନୁମାନ କମାଇବା
Exam Confidence Real Exam ପରି Paper ଦେଇ ଭୟ ଦୂର କରିବା
Weak Area ଚିହ୍ନଟ Subject-wise ଭୁଲ ଦେଖି Revision Plan କରିବା
Level Up Easy → Moderate → Hard କ୍ରମରେ ଧୀରେ ଧୀରେ ଉନ୍ନତି

ଏହି କାରଣରୁ Topper ମାନେ ପରୀକ୍ଷାର ଶେଷ ଏକ ମାସରେ ଅଧିକ ସମୟ Mock Test ଓ PYQ Test ରେ ଦିଅନ୍ତି। ପ୍ରତିଟି Mock ପରେ Explanation ପଢ଼ିବା ହିଁ ପ୍ରକୃତ ଶିକ୍ଷା।

OUSSSC Police SI Mock Test – Sample Questions

ଆମ Mock Test ର Level କିପରି, ତାହା ଦେଖିବା ପାଇଁ Mock Test-04 (Moderate) ରୁ କିଛି ପ୍ରଶ୍ନ:

Q1. (GK) The Third Buddhist Council, held at Pataliputra during the reign of Ashoka, was presided over by

(A) Mahakassapa   (B) Moggaliputta Tissa   (C) Upali   (D) Vasumitra

Ans: (B) Moggaliputta Tissa — ପ୍ରାୟ 250 BCE ରେ Ashoka ଙ୍କ ସମୟରେ Pataliputra ରେ ଏହି Council ହୋଇଥିଲା। Moggaliputta Tissa ଏହାର ଅଧ୍ୟକ୍ଷ ଥିଲେ ଓ Kathavatthu ଲେଖିଥିଲେ।

Q2. (Math) How many numbers between 100 and 200 are divisible by 7?

(A) 15   (B) 12   (C) 13   (D) 14

Ans: (D) 14 — 200 ପର୍ଯ୍ୟନ୍ତ 7 ର ଗୁଣିତକ = 28, 100 ପର୍ଯ୍ୟନ୍ତ = 14। ତେଣୁ \(28-14=14\) (105 ରୁ 196)।

\[\left\lfloor\frac{200}{7}\right\rfloor-\left\lfloor\frac{100}{7}\right\rfloor=28-14=14\]

Q3. (Reasoning) Starting from point X, Mohan walks 20 m North. He turns right and walks 6 m, then turns right again and walks 12 m. Finally, he turns left and walks 9 m. How far and in which direction is he now from X?

(A) 23 m North-East   (B) 17 m South-East   (C) 13 m North-East   (D) 17 m North-East

Ans: (D) 17 m North-East — North ଆଡ଼କୁ \(20-12=8\ \text{m}\) ଓ East ଆଡ଼କୁ \(6+9=15\ \text{m}\)। ଦୂରତା (Pythagoras Theorem):

\[d=\sqrt{8^{2}+15^{2}}=\sqrt{64+225}=\sqrt{289}=17\ \text{m}\ \ (\text{North-East})\]

Q4. (Chemistry – Paper-III) Which of the following oxides of third-period elements is the most acidic?

(A) P4O10   (B) Cl2O7   (C) SiO2   (D) Al2O3

Ans: (B) Cl2O7 — Period ରେ ବାମରୁ ଡାହାଣକୁ ଗଲେ Oxidation State ଓ Electronegativity ବଢ଼େ, ତେଣୁ Oxide ର Acidic ଗୁଣ ବଢ଼େ। Cl (+7) ର Oxide ସବୁଠାରୁ ଅଧିକ Acidic।

ଏହିପରି 5,000 ପ୍ରଶ୍ନ Explanation ସହ TOW App ରେ ଉପଲବ୍ଧ। Free Demo ଦେଖିବା ପାଇଁ Odisha Police SI Demo PDF ଖୋଲନ୍ତୁ।

OUSSSC Police SI 2026 Complete Package

10ଟି OUSSSC Police SI Mock Test ଆମର Y2- OUSSSC Police SI 2026 Package ରେ ଅଛି। ଏହି ଗୋଟିଏ Package ରେ Mock Test ସହ ବିଗତ 8 ବର୍ଷର Chapter-wise PYQ ମଧ୍ୟ ମିଳିବ। OUSSSC Police SI Mock Test ସହ PYQ ଅଭ୍ୟାସ କଲେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହେବ।

👮 Y2- OUSSSC Police SI 2026 – Complete Package
  • 🏆 OUSSSC SI 10 Full Mock Tests – 30 Papers (Paper-I, II & III) with Explanation
  • 50,000+ MCQ & PYQ – Odisha Police, OSSSC, OSSC, OPSC ର ବିଗତ 8 ବର୍ଷର Chapter-wise ପ୍ରଶ୍ନ
  • 1,100+ PYQ Tests + 7 Full Tests
  • English, Odia, GK, Current Affairs, Math, Reasoning, Computer – ସବୁ Subject
  • Odia + English · Exam Mode ଓ Quiz Mode

💰 ₹799 ₹349 56% OFF · 6 Months Validity

🎟️ Coupon Code: TODAY — Maximum Discount ପାଇଁ App ରେ Log In କରି Coupon Apply କରନ୍ତୁ।

🛡️ 100% Money Refundable: କିଣିଲା ପରେ ଭଲ ନଲାଗିଲେ 24 ଘଣ୍ଟା ଭିତରେ ଜଣାନ୍ତୁ, ସମ୍ପୂର୍ଣ୍ଣ Fee ଫେରସ୍ତ ହେବ (WhatsApp/Call: 8596976190)।

👉 Get Police SI Package – ₹349

TOW App ରେ OUSSSC Police SI Mock Test କିପରି ଆରମ୍ଭ କରିବେ?

OUSSSC Police SI Mock Test ଆରମ୍ଭ କରିବା ବହୁତ ସହଜ। ଏହି 4ଟି Step ଅନୁସରଣ କରନ୍ତୁ:

  1. Tech of World App Google Play ରୁ Install କରନ୍ତୁ ଓ Mobile Number ରେ Log In କରନ୍ତୁ।
  2. Packages ରେ “Y2- OUSSSC POLICE SI 2026” ଖୋଲନ୍ତୁ।
  3. Coupon Code TODAY Apply କରି Package କିଣନ୍ତୁ।
  4. Mock Test ବିଭାଗରେ OUSSSC SI Mock Test-01 ରୁ ଆରମ୍ଭ କରନ୍ତୁ – Exam Mode କିମ୍ବା Quiz Mode ବାଛନ୍ତୁ।

OUSSSC Police SI Mock Test ସହ Paper-wise Preparation Guide

OUSSSC Police SI Mock Test ରୁ ଭଲ ଫଳ ପାଇବା ପାଇଁ ପ୍ରତିଟି Paper ର Syllabus ଅନୁଯାୟୀ ପଢ଼ିବା ଦରକାର। ତଳେ Paper-wise ମୁଖ୍ୟ Topic ଓ ପଢ଼ିବା ପଦ୍ଧତି ଦିଆଯାଇଛି।

Paper-I: General English & Odia (100 ମାର୍କ)

English: Comprehension Passage, Synonyms-Antonyms, Idioms, One Word Substitution, Error Detection, Fill in the Blanks, Voice, Narration ଓ Sentence Improvement। ପ୍ରତିଦିନ ଗୋଟିଏ English Passage ପଢ଼ନ୍ତୁ ଓ 20ଟି ନୂଆ ଶବ୍ଦ ଶିଖନ୍ତୁ।

Odia: ଅନୁଚ୍ଛେଦ ବୁଝାମଣା, ସନ୍ଧି, ସମାସ, ଶବ୍ଦ ଶୁଦ୍ଧି, ଢଗଢମାଳି, ଲୋକୋକ୍ତି, ଏକପଦରେ ପ୍ରକାଶ ଓ English ରୁ Odia ଅନୁବାଦ। Odia ବ୍ୟାକରଣ ରେ ଭଲ ମାର୍କ ଆଣିବା ସହଜ, ତେଣୁ ଏହାକୁ ଅବହେଳା କରନ୍ତୁ ନାହିଁ। ଆମ Mock Test ର Paper-I ରେ ଏହି ସବୁ Topic ରୁ ପ୍ରଶ୍ନ ରଖାଯାଇଛି।

Paper-II: General Studies (200 ମାର୍କ)

GK ଓ Odisha GK: Ancient, Medieval ଓ Modern History, Indian National Movement, India ଓ Odisha Geography, Polity (Constitution, Panchayati Raj), Economy ଓ Odisha ର Culture, Temple, Festival, River, District ସମ୍ପର୍କିତ ପ୍ରଶ୍ନ ଅଧିକ ଆସେ।

Current Affairs: ଶେଷ 8–10 ମାସର National, International ଓ Odisha ଖବର, Scheme, Award, Sports ଓ Appointment। ପ୍ରତି ସପ୍ତାହରେ ଥରେ Revision କରନ୍ତୁ।

Math, Reasoning ଓ Computer: HSC Standard ର Percentage, Ratio, Average, Profit-Loss, Time-Work, Number System, Direction, Coding-Decoding, Series, Blood Relation ଓ Basic Computer (MS Office, Internet, Shortcut Keys)। OUSSSC Police SI Mock Test ର Paper-II ରେ ଏହି ସବୁ Topic 2023 Paper ର Weightage ଅନୁଯାୟୀ ରଖାଯାଇଛି।

Paper-III: Technical (Physics & Chemistry, 200 ମାର୍କ)

Station Officer (Fire Service) ପ୍ରାର୍ଥୀଙ୍କ ପାଇଁ +3 Standard ର Physics (Units, Mechanics, Heat, Optics, Electricity, Modern Physics) ଓ Chemistry (Atomic Structure, Periodic Table, Chemical Bonding, Organic Chemistry, Acid-Base)। OUSSSC Police SI Mock Test ର Paper-III ରେ Diagram ଓ Formula ଆଧାରିତ ପ୍ରଶ୍ନ ଅଛି।

OUSSSC Police SI Mock Test – 30 Day Time Table

November 2026 Exam ପୂର୍ବରୁ 10ଟି OUSSSC Police SI Mock Test ସାରିବା ପାଇଁ ଏହି ସରଳ 30 ଦିନିଆ Plan ଅନୁସରଣ କରନ୍ତୁ।

Days Mock Test Revision Work
Day 1–3 Mock Test-01 (Easy) ଭୁଲ ପ୍ରଶ୍ନର Explanation ଓ Error Notebook
Day 4–6 Mock Test-02 (Easy) Odia ଓ English Grammar Revision
Day 7–9 Mock Test-03 (Easy) Odisha GK ଓ Current Affairs
Day 10–12 Mock Test-04 (Moderate) Math Formula ଓ Shortcut
Day 13–15 Mock Test-05 (Moderate) History ଓ Polity PYQ Test
Day 16–18 Mock Test-06 (Moderate) Reasoning ଓ Computer
Day 19–21 Mock Test-07 (Hard) Geography ଓ Science
Day 22–24 Mock Test-08 (Hard) Weak Subject PYQ Test
Day 25–27 Mock Test-09 (Hard) Current Affairs Final Revision
Day 28–30 Mock Test-10 (Hard) ସମସ୍ତ Error Notebook Revision

↔ Mobile ରେ ସବୁ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମକୁ swipe କରନ୍ତୁ।

ଯଦି ଆପଣଙ୍କ ପାଖରେ 30 ଦିନ ନାହିଁ, ତେବେ ପ୍ରତିଦିନ ଗୋଟିଏ Paper ଦିଅନ୍ତୁ – ଏହିପରି 30 Papers ପ୍ରାୟ 30 ଦିନରେ ମଧ୍ୟ ଶେଷ ହେବ।

OUSSSC Police SI Mock Test – Strategy Tips

  • Exam ପରି ସମୟରେ ଦିଅନ୍ତୁ: Paper-I 90 ମିନିଟ ଓ Paper-II 180 ମିନିଟ Timer ରେ ଦିଅନ୍ତୁ।
  • ପ୍ରତି 2–3 ଦିନରେ ଗୋଟିଏ Mock: Exam ପୂର୍ବରୁ 10ଟି Mock ସାରିବାକୁ Plan କରନ୍ତୁ – Easy ରୁ ଆରମ୍ଭ କରି Hard ରେ ଶେଷ କରନ୍ତୁ।
  • Negative Marking ଧ୍ୟାନ ଦିଅନ୍ତୁ: ଅନ୍ଧ ଅନୁମାନ କରନ୍ତୁ ନାହିଁ; 50-50 ସ୍ଥିତିରେ ହିଁ Risk ନିଅନ୍ତୁ।
  • Explanation ପଢ଼ନ୍ତୁ: ଭୁଲ ହୋଇଥିବା ପ୍ରଶ୍ନର Explanation ଗୋଟିଏ Error Notebook ରେ ଲେଖନ୍ତୁ।
  • Weak Subject ପାଇଁ PYQ: Mock ରେ ଯେଉଁ Subject ରେ ମାର୍କ କମ୍, ସେହି Subject ର Chapter-wise PYQ Test ଦିଅନ୍ତୁ।
  • Physical Practice ଜାରି ରଖନ୍ତୁ: Written ସହ 1.6 km Running ଓ Long Jump Practice ମଧ୍ୟ କରନ୍ତୁ।

OUSSSC Police SI Mock Test ପରେ Score Analysis କିପରି କରିବେ?

ପ୍ରତିଟି OUSSSC Police SI Mock Test ପରେ କେବଳ ମୋଟ Score ଦେଖି ଅଟକି ଯାଆନ୍ତୁ ନାହିଁ। ଏହି 4ଟି ପଦକ୍ଷେପ ଅନୁସରଣ କରନ୍ତୁ:

  1. Subject-wise Score ଲେଖନ୍ତୁ: Odia, English, GK, Math, Reasoning, Computer – ପ୍ରତି Subject ର ମାର୍କ ଗୋଟିଏ Table ରେ ରଖନ୍ତୁ।
  2. ଭୁଲ ପ୍ରଶ୍ନ 3 ଭାଗ କରନ୍ତୁ: ଜାଣି ନ ଥିବା, ଭୁଲ ବୁଝିଥିବା ଓ ସମୟ ଅଭାବରୁ ଛାଡ଼ିଥିବା ପ୍ରଶ୍ନ।
  3. Explanation ପଢ଼ନ୍ତୁ: TOW App ରେ ପ୍ରତି ପ୍ରଶ୍ନର Explanation ପଢ଼ି Concept ସ୍ପଷ୍ଟ କରନ୍ତୁ।
  4. ପରବର୍ତ୍ତୀ Mock ସହ ତୁଳନା: ପରବର୍ତ୍ତୀ Mock ରେ ସେହି Subject ରେ ଉନ୍ନତି ହେଲା କି ନାହିଁ ଦେଖନ୍ତୁ।
💡 Tip: Hard Mock ରେ ମାର୍କ କମ୍ ଆସିଲେ ଚିନ୍ତା କରନ୍ତୁ ନାହିଁ। Hard Level ର Mock Test ଜାଣିଶୁଣି କଠିନ ରଖାଯାଇଛି, ଯାହାଫଳରେ Real Exam ସହଜ ଲାଗିବ।

OUSSSC Police SI Mock Test – Preparation Video

Tech of World App ରେ PYQ ଓ OUSSSC Police SI Mock Test କିପରି ବ୍ୟବହାର କରିବେ, ଏହି Video ରେ ଦେଖନ୍ତୁ:

Mock Test ସହ ଏହି Free Resource ମଧ୍ୟ ବ୍ୟବହାର କରନ୍ତୁ:

OUSSSC Police SI Mock Test – FAQs

OUSSSC Police SI Mock Test କେଉଁଠାରେ ମିଳିବ?

Tech of World (TOW) App ରେ “Y2- OUSSSC Police SI 2026” Package ରେ 10ଟି Full Mock Test (30 Papers) ଉପଲବ୍ଧ।

ପ୍ରତ୍ୟେକ Mock Test ରେ କେତୋଟି ପ୍ରଶ୍ନ ଅଛି?

ପ୍ରତ୍ୟେକ Mock ରେ 500ଟି ପ୍ରଶ୍ନ – Paper-I 100, Paper-II 200 ଓ Paper-III 200। 10ଟି Mock ରେ ମୋଟ 5,000 ପ୍ରଶ୍ନ।

Mock Test ରେ Explanation ଅଛି କି?

ହଁ। ସମସ୍ତ 5,000 ପ୍ରଶ୍ନର Explanation Exam Mode ଓ Quiz Mode ଦୁଇଟିରେ ଦେଖିହେବ।

OUSSSC Police SI Exam କେବେ ହେବ?

CPSE-2024 (SI Level) Written Exam November 2026 ରେ OUSSSC ଦ୍ୱାରା ହେବ। Exact Date ଓ Centre Admit Card ରେ ଜଣାଯିବ।

CPSE-2024 Data Update ର ଶେଷ ତାରିଖ କେବେ?

OUSSSC Press Note No. 713 ଅନୁଯାୟୀ 15.10.2026 (10 AM) ରୁ 29.10.2026 (10 PM) ମଧ୍ୟରେ Data Update/Validate କରିବାକୁ ପଡ଼ିବ।

Paper-III କେଉଁ ପ୍ରାର୍ଥୀଙ୍କ ପାଇଁ?

Advertisement ଅନୁଯାୟୀ Paper-III (Technical – Physics & Chemistry) Station Officer (Fire Service) ପଦ ପାଇଁ। SI of Police ପ୍ରାର୍ଥୀମାନେ Paper-I ଓ Paper-II ଉପରେ ଧ୍ୟାନ ଦିଅନ୍ତୁ।

Police SI Package ର ମୂଲ୍ୟ କେତେ?

Package ର ମୂଲ୍ୟ ₹799 ବଦଳରେ ₹349 (6 Months Validity)। Coupon Code TODAY ବ୍ୟବହାର କରନ୍ତୁ।

Exam ରେ Negative Marking ଅଛି କି?

ହଁ। ପ୍ରତି ଭୁଲ ଉତ୍ତରରେ 0.25 ମାର୍କ କଟିବ। ଆମ Mock Test ମଧ୍ୟ ସେହି ନିୟମରେ Score ଦେଖାଏ।

OUSSSC Police SI Mock Test Free ରେ ମିଳିବ କି?

Free Demo PDF ଏଠାରେ ଦେଖିହେବ। ସମ୍ପୂର୍ଣ୍ଣ 10ଟି OUSSSC Police SI Mock Test ପାଇଁ Y2 Package ନେବାକୁ ପଡ଼ିବ।

OUSSSC Police SI Mock Test କେଉଁ ଭାଷାରେ ଅଛି?

Odia Paper Odia ଭାଷାରେ ଓ ଅନ୍ୟ ସବୁ ପ୍ରଶ୍ନ English ରେ ଅଛି, ଯେପରି Real Exam ରେ ଆସେ। Explanation Odia ଓ English ଦୁଇ ଭାଷାରେ।

ଗୋଟିଏ OUSSSC Police SI Mock Test କେତେ ଥର ଦେଇହେବ?

Package Validity (6 Months) ମଧ୍ୟରେ ଆପଣ ପ୍ରତିଟି Mock Test ବାରମ୍ବାର Exam Mode କିମ୍ବା Quiz Mode ରେ ଦେଇପାରିବେ।

Conclusion

November 2026 ରେ OUSSSC Police SI Exam ପାଇଁ ଏବେ ଠିକ୍ ସମୟ – ପ୍ରତିଦିନ ପଢ଼ନ୍ତୁ ଓ ନିୟମିତ Mock ଦିଅନ୍ତୁ। OUSSSC Police SI Mock Test ର 30 Papers ଆପଣଙ୍କୁ Real Exam ର Pattern, Time Management ଓ Accuracy ସମ୍ପୂର୍ଣ୍ଣ ଭାବେ ବୁଝାଇଦେବ। ମନେରଖନ୍ତୁ – “ଆଜିର Practice ହିଁ କାଲିର Selection”। Police Uniform ଆପଣଙ୍କୁ ଅପେକ୍ଷା କରିଛି! 🇮🇳

📲 Start Mock Test on TOW App