Odisha Police Constable Recruitment 2026 ପାଇଁ ବହୁ ପ୍ରତୀକ୍ଷିତ ବିଜ୍ଞପ୍ତି ପ୍ରକାଶ ପାଇଛି। Odisha Uniformed Services Staff Selection Commission (OUSSSC) ପକ୍ଷରୁ Constable (Civil), Constable OISF, Firefighter ସମେତ ମୋଟ 7268 ପଦ ପାଇଁ Advertisement No. 01-CRE-2026/OUSSSC ଜାରି ହୋଇଛି। ଆଗ୍ରହୀ ପ୍ରାର୍ଥୀମାନେ 23 October ରୁ 12 November 2026 ମଧ୍ୟରେ Online Apply କରିପାରିବେ।
ଏହି ଲେଖାରେ ଆମେ Vacancy, Qualification, Age Limit, Salary, Fee, Exam Pattern, PET, Selection Process ଓ Online Apply ପ୍ରକ୍ରିୟା ସବୁକିଛି ସଂକ୍ଷେପରେ ଗୋଟିଏ ସ୍ଥାନରେ ଦେଇଛୁ। ପ୍ରତ୍ୟେକ ବିଷୟର ବିସ୍ତୃତ ତଥ୍ୟ ପାଇଁ ସମ୍ପୃକ୍ତ ବିଭାଗରେ ଆମର ଅଲଗା detailed post ର link ମଧ୍ୟ ଦିଆଯାଇଛି।
ଯଦି ଆପଣ +2 କିମ୍ବା 10th pass ଏବଂ Police ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ Odisha Police Constable Recruitment 2026 ଆପଣଙ୍କ ପାଇଁ ସବୁଠାରୁ ଭଲ ସୁଯୋଗ। ଗୋଟିଏ form ରେ ଆପଣ ଏକାଧିକ post ପାଇଁ preference ଦେଇପାରିବେ, ତେଣୁ ତେଣୁ ନିଜ ଯୋଗ୍ୟତା ଅନୁଯାୟୀ ଏକାଧିକ post ରେ ସୁଯୋଗ ପାଇବାର ସମ୍ଭାବନା ରହିଛି।
Apply Online at ousssc.odisha.gov.in
ପୂର୍ବରୁ Odisha Police ର Constable ସ୍ତରର ନିଯୁକ୍ତି Odisha Police Selection Board କିମ୍ବା OSSC ମାଧ୍ୟମରେ ହେଉଥିଲା। ଏବେ ଏହି କାମ ପାଇଁ ନୂଆ commission OUSSSC ଗଠନ ହୋଇଛି। ତେଣୁ ଛାତ୍ରଛାତ୍ରୀମାନେ ଯାହାକୁ “Odisha Police Constable” ପରୀକ୍ଷା ବୋଲି ଜାଣନ୍ତି, ତାହା ଏବେ OUSSSC Recruitment 2026 ନାଁରେ ହେଉଛି।
| Particular | Details |
|---|---|
| Commission | Odisha Uniformed Services Staff Selection Commission (OUSSSC), Bhubaneswar |
| Advertisement No. | 01-CRE-2026/OUSSSC, dated 23.10.2026 |
| Exam Name | Combined Uniformed Services (Below Graduate Level) Examination-2026 |
| Posts | Constable (Civil), Constable (Communication), Constable OISF, Firefighter, Firefighting Driver, Driver PMT, Traffic Constable |
| Total Vacancies | 7268 |
| Apply Dates | 23.10.2026 (05:00 PM) to 12.11.2026 (10:00 PM) |
| Fee Payment Last Date | 13.11.2026 (10:00 PM) |
| Application Mode | Online only (no hard copy) |
| Official Website | ousssc.odisha.gov.in |
↔ Mobile ରେ ସମ୍ପୂର୍ଣ୍ଣ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମ swipe କରନ୍ତୁ।
ଏହି Odisha Police Constable Recruitment ର OUSSSC Notification ମୋଟ 44 ପୃଷ୍ଠାର। ଏହା OUSSSC Rules, 2025 ଓ 2026 ର Amendment Rules ଅନୁଯାୟୀ ପ୍ରକାଶିତ ହୋଇଛି। Notification ପଢ଼ିବା ପାଇଁ ସିଧାସଳଖ OUSSSC official website ଦେଖନ୍ତୁ।
ଏହି OUSSSC Recruitment 2026 ରେ ସମସ୍ତ 7ଟି post ପାଇଁ ଗୋଟିଏ Common Written Exam ହେବ। ତେଣୁ Odisha Police Constable Recruitment ର ପ୍ରାର୍ଥୀମାନେ ଗୋଟିଏ application ରେ ନିଜ ପସନ୍ଦ କ୍ରମରେ post ବାଛିପାରିବେ। Merit ଓ preference ଅନୁଯାୟୀ କେବଳ ଗୋଟିଏ post ମିଳିବ। OUSSSC Recruitment 2026 ରେ ଥରେ final submit ପରେ preference ବଦଳାଇ ହେବ ନାହିଁ।
ନିମ୍ନ table ରେ 7ଟି post ର ମୋଟ vacancy ଓ ମହିଳାଙ୍କ ପାଇଁ ସଂରକ୍ଷିତ ପଦ (bracket ରେ) ଦିଆଯାଇଛି। ସବୁଠାରୁ ଅଧିକ ପଦ Constable (Civil) ରେ ଅଛି।
| Post | Group / Cadre | Total (Women) |
|---|---|---|
| Constable (Civil) | C / District | 4219 (1393) |
| Constable (Communication) | C / State | 300 (99) |
| Constable OISF | C / Battalion | 2212 (326) |
| Firefighter | C / State | 317 (NA) |
| Firefighting Driver | C / State | 62 (NA) |
| Driver PMT | C / State | 154 (NA) |
| Traffic Constable | C / State | 04 (01) |
| Total | — | 7268 |
↔ Mobile ରେ ସମ୍ପୂର୍ଣ୍ଣ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମ swipe କରନ୍ତୁ।
Constable (Civil) ର 4219 ପଦ 35ଟି police district ରେ ବଣ୍ଟାଯାଇଛି। କେଉଁ ଜିଲ୍ଲାରେ କେତେ ପଦ ଅଛି ଜାଣିବା ପାଇଁ ଆମର Odisha Police Constable Vacancy District Wise post ଦେଖନ୍ତୁ। OISF ର 4ଟି Battalion ର vacancy ପାଇଁ OISF Constable Recruitment post ପଢ଼ନ୍ତୁ।
Odisha Police Constable Recruitment ରେ ଏଥର Constable (Civil) ପଦରେ 1393 ଓ OISF ରେ 326 ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ମହିଳା ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ସୁଯୋଗ।
Bracket ଭିତରେ ଥିବା ସଂଖ୍ୟା ମହିଳାଙ୍କ ପାଇଁ। ESM = Ex-Servicemen, SP = Sportspersons, EAV = Ex-Agniveers।
| Post | UR | SC | ST | SEBC | ESM | SP | EAV |
|---|---|---|---|---|---|---|---|
| Constable (Civil) | 2805 (926) | 588 (194) | 741 (245) | 85 (28) | 127 | 42 | 422 |
| Constable (Communication) | 165 (54) | 41 (14) | 68 (22) | 26 (09) | 09 | 03 | 30 |
| Constable OISF | 1119 (168) | 342 (49) | 508 (75) | 243 (34) | 66 | 23 | 223 |
| Firefighter | 179 | 51 | 87 | 0 | 10 | 03 | 32 |
| Firefighting Driver | 44 | 06 | 10 | 02 | 02 | 01 | 06 |
| Driver PMT | 124 | 14 | 16 | 0 | 05 | 02 | 15 |
| Traffic Constable | 01 (0) | 0 | 0 | 03 (01) | 01 | 0 | 0 |
↔ Mobile ରେ ସମ୍ପୂର୍ଣ୍ଣ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମ swipe କରନ୍ତୁ।
ESM, SP ଓ EAV ପଦଗୁଡ଼ିକ ମୋଟ vacancy ଭିତରେ ହିଁ ଅନ୍ତର୍ଭୁକ୍ତ। SC, ST ଓ SEBC ସଂରକ୍ଷଣ ସୁବିଧା କେବଳ Odisha ର ଏହି category ର ପ୍ରାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ। OBC କିମ୍ବା EWS certificate କୁ SEBC ବଦଳରେ ଗ୍ରହଣ କରାଯିବ ନାହିଁ।
SEBC (non-creamy layer) certificate 3 ବର୍ଷରୁ ପୁରୁଣା ହେବା ଉଚିତ ନୁହେଁ। Odisha Police Constable Recruitment ରେ ଯେଉଁ reserved ପ୍ରାର୍ଥୀ ବୟସ ବା ଅନ୍ୟ କୌଣସି ଛାଡ଼ ନେବେ, ସେମାନଙ୍କୁ UR ପଦରେ ବଛାଯିବ ନାହିଁ।
| Post | Educational Qualification |
|---|---|
| Constable (Civil) | +2 (CHSE Odisha or equivalent) |
| Constable (Communication) | +2 Science with Physics, Chemistry and Maths/Electronics/Statistics/Computer Science/IT, OR 3-year Diploma in Engineering |
| Constable OISF | 10th (HSC, BSE Odisha or equivalent) |
| Firefighter | +2 |
| Firefighting Driver | +2 + HMV licence (min. 1 year) |
| Driver PMT | 10th + LMV/HMV licence (min. 6 months) |
| Traffic Constable | +2 |
↔ Mobile ରେ ସମ୍ପୂର୍ଣ୍ଣ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମ swipe କରନ୍ତୁ।
ସବୁ post ପାଇଁ Odia ପଢ଼ିବା, ଲେଖିବା ଓ କହିବା ଜାଣିବା ବାଧ୍ୟତାମୂଳକ। ଏହା ସହ ME School ପରୀକ୍ଷାରେ Odia, HSC ରେ Odia medium, Class VII ବା ତା’ଠାରୁ ଉପର ଶ୍ରେଣୀରେ Odia language subject, କିମ୍ବା BSE Odisha ର ME standard Odia test ମଧ୍ୟରୁ ଅନ୍ତତଃ ଗୋଟିଏ pass କରିଥିବା ଆବଶ୍ୟକ।
Odisha Police Constable Recruitment ରେ Persons with Disability (PwD) ପ୍ରାର୍ଥୀ ଯୋଗ୍ୟ ନୁହନ୍ତି। ମହିଳା ଓ Transgender ପ୍ରାର୍ଥୀ Firefighter, Firefighting Driver ଓ Driver PMT ଛଡ଼ା ବାକି ସବୁ post ପାଇଁ apply କରିପାରିବେ।
Odisha ବାହାରୁ qualification ପାଇଥିଲେ ସମକକ୍ଷତା (equivalence) ଓ ଅନୁମୋଦନ (affiliation) ର ପ୍ରମାଣ ଦେବାକୁ ହେବ। Odisha Police Constable Recruitment ପାଇଁ ଭାରତୀୟ ନାଗରିକତା, ଭଲ ଚରିତ୍ର ଓ ସୁସ୍ଥ ଶରୀର ମଧ୍ୟ ଆବଶ୍ୟକ। କୌଣସି criminal case ରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଅଯୋଗ୍ୟ।
Firefighting Driver ପାଇଁ ଅତି କମରେ 1 ବର୍ଷର HMV licence ଓ Driver PMT ପାଇଁ 6 ମାସର LMV/HMV licence ବାଧ୍ୟତାମୂଳକ। ସବୁ eligibility ନିୟମ ଆମର OUSSSC Eligibility guide ରେ ବିସ୍ତାରରେ ଦିଆଯାଇଛି।
ବୟସ 01.01.2026 ତାରିଖକୁ ଆଧାର କରି ଗଣନା କରାଯିବ। ଜନ୍ମ ତାରିଖ କେବଳ HSC (10th) certificate ଅନୁଯାୟୀ ଗ୍ରହଣ କରାଯିବ।
| Post | Age Limit (as on 01.01.2026) |
|---|---|
| Constable (Civil) | 18-26 years |
| Constable (Communication) | 18-23 years |
| Constable OISF | 18-23 years |
| Firefighter | 18-25 years |
| Firefighting Driver | 18-25 years |
| Driver PMT | 18-23 years |
| Traffic Constable | 21-32 years |
Odisha Police Constable Recruitment ରେ BSF, Coast Guard, CRPF ବା ଅନ୍ୟ paramilitary ରେ କାମ କରିଥିବା ବ୍ୟକ୍ତି Ex-Servicemen ଭାବେ ଗଣାଯିବେ ନାହିଁ। Ex-Servicemen ଙ୍କ ପୁଅ, ଝିଅ ବା ପରିବାର ସଦସ୍ୟ ESM ସୁବିଧା ପାଇବେ ନାହିଁ।
ESM eligibility, Odia ଯୋଗ୍ୟତା ଓ ଅନ୍ୟ ସର୍ତ୍ତ ବିଷୟରେ ବିସ୍ତୃତ ଜାଣିବାକୁ ଆମର Odisha Police Constable Age Limit post ପଢ଼ନ୍ତୁ।
| Post | Pay Level (ORSP Rules 2017) | Starting Basic (approx.) |
|---|---|---|
| Constable (Civil) | Level-5 | ₹21,700 |
| Constable (Communication) | Level-5 | ₹21,700 |
| Constable OISF | Level-5 | ₹21,700 |
| Driver PMT | Level-5 | ₹21,700 |
| Firefighter | Level-4 | ₹19,900 |
| Firefighting Driver | Level-4 | ₹19,900 |
| Traffic Constable | Level-4 | ₹19,900 |
ଅର୍ଥାତ୍ Level-5 (starting basic ₹21,700 approx.) ଓ Level-4 (starting basic ₹19,900 approx.) ସହିତ DA, HRA ଓ ଅନ୍ୟ ଭତ୍ତା ମିଳିବ।
Odisha Police Constable Recruitment ରେ Level-5 post ଗୁଡ଼ିକ (Civil, Communication, OISF, Driver PMT) ତୁଳନାରେ Level-4 post (Firefighter, FF Driver, Traffic Constable) ର ପ୍ରାରମ୍ଭିକ ଦରମା ଟିକେ କମ୍। Post preference ଦେବା ସମୟରେ ଏହି ବିଷୟ ମନେ ରଖନ୍ତୁ।
| Category | Application Fee |
|---|---|
| UR, SEBC & others | ₹500 |
| SC & ST | Exempted (no fee) |
Fee Net Banking, Debit/Credit Card କିମ୍ବା UPI ମାଧ୍ୟମରେ online ଦେବାକୁ ହେବ। ନୂଆ ନିୟମ ଅନୁଯାୟୀ ଯେଉଁ ପ୍ରାର୍ଥୀ ପ୍ରକୃତରେ ଲିଖିତ ପରୀକ୍ଷାରେ ବସିବେ, ସେମାନଙ୍କୁ fee ଫେରସ୍ତ ମିଳିବ। ଏହି ଟଙ୍କା ମୂଳ payment account କୁ ଫେରିବ। ପରୀକ୍ଷାରେ ଅନୁପସ୍ଥିତ ରହିଲେ refund ମିଳିବ ନାହିଁ।
Odisha Police Constable Recruitment ର fee ଦେବା ପରେ ଯଦି ଟଙ୍କା କଟିଯାଇଛି କିନ୍ତୁ status pending ଦେଖାଉଛି, ତେବେ କିଛି ଘଣ୍ଟା ଅପେକ୍ଷା କରନ୍ତୁ। ପୁଣି payment କରନ୍ତୁ ନାହିଁ। Application History ରେ Verify Payment option ବ୍ୟବହାର କରନ୍ତୁ ଓ ସମସ୍ୟା ରହିଲେ helpdesk ସହ ଯୋଗାଯୋଗ କରନ୍ତୁ। ମନେରଖନ୍ତୁ, Odisha Police Constable Recruitment ରେ ଜଣେ ପ୍ରାର୍ଥୀ କେବଳ ଗୋଟିଏ application ଦେଇପାରିବେ।
Odisha Police Constable Recruitment ର Stage-I ହେଉଛି ଲିଖିତ ପରୀକ୍ଷା। ଏଥିରେ ତିନି ପ୍ରକାର paper ଅଛି — (A) ସବୁ post ପାଇଁ Common paper, (B) Communication ପାଇଁ Special paper, ଓ (C) Driver post ପାଇଁ Special paper।
| Paper | For Post | Questions / Marks | Time | Marking |
|---|---|---|---|---|
| (A) Common Written Exam | All posts | 100 MCQ / 100 | 120 min | +1 / -0.25 |
| (B) Special – Physics & Computer Science | Constable (Communication) | 100 MCQ / 300 | 120 min | +3 / -0.75 |
| (C) Special – Vehicle & Traffic Rules | Driver PMT & Firefighting Driver | 50 MCQ / 50 | 60 min | +1 / -0.25 |
↔ Mobile ରେ ସମ୍ପୂର୍ଣ୍ଣ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମ swipe କରନ୍ତୁ।
Paper (A) ରେ Odia, English, General Knowledge, Quantitative Aptitude & Reasoning ଓ Basic Computer Literacy ରୁ ପ୍ରଶ୍ନ ଆସିବ। ଏହାର ମାନ HSC (10th) ସ୍ତରର। Notification ରେ subject-wise ପ୍ରଶ୍ନ ସଂଖ୍ୟା ଦିଆଯାଇନାହିଁ। ପ୍ରଶ୍ନ Odia ଓ English ଉଭୟ ଭାଷାରେ ରହିବ।
ଯଦି ପରୀକ୍ଷା CBT ମୋଡରେ ଏକାଧିକ shift ରେ ହୁଏ, ତେବେ normalization ପ୍ରୟୋଗ ହେବ। Answer key ଉପରେ ଆପତ୍ତି 3 ଦିନ ଭିତରେ ପ୍ରତି ପ୍ରଶ୍ନ ₹200 ଦେଇ online କରିହେବ। ଆପତ୍ତି ଠିକ୍ ହେଲେ ଟଙ୍କା ଫେରସ୍ତ ହେବ। ପରୀକ୍ଷା ପାଇଁ ସର୍ବାଧିକ 3ଟି ପସନ୍ଦର district ବାଛିପାରିବେ।
ପୂରା topic-wise syllabus ପାଇଁ Odisha Police Constable Syllabus post ଦେଖନ୍ତୁ। ପ୍ରସ୍ତୁତି ପାଇଁ Odisha Police Previous Year Question ଓ 7000+ GK PYQ ଅଭ୍ୟାସ କରନ୍ତୁ।
Odisha Police Constable Recruitment ରେ ଲିଖିତ ପରୀକ୍ଷାରେ ଭଲ merit ଥିବା ପ୍ରାର୍ଥୀଙ୍କୁ Physical Measurement (PM) ଓ PET ପାଇଁ ଡକାଯିବ। ଦୁଇଟି ଯାକ qualifying ପ୍ରକୃତିର।
| Category | Height (cm) | Weight (kg) | Chest Unexpanded / Expanded (cm) |
|---|---|---|---|
| UR & SEBC Men | 168 | 55 | 79 / 84 |
| UR & SEBC Women | 158 | 47.5 | NA |
| SC & ST Men | 163 | 50 | 76 / 81 |
| SC & ST Women | 153 | 45 | NA |
| Event | Men | Women |
|---|---|---|
| Running 1.6 km | 7 min | 9 min |
| Long Jump | 3.66 m (3 attempts) | 2.75 m (3 attempts) |
| Shot Put | 4 m – 7.26 kg (3 attempts) | 3 m – 4 kg (3 attempts) |
| Swimming (Firefighter & FF Driver) | 100 m in 8 min | NA |
| Rope Climbing (Firefighter) | 6 m (3 attempts) | NA |
| Load Carrying (Firefighter) | 63 kg sand bag, 100 m in 60 sec | NA |
↔ Mobile ରେ ସମ୍ପୂର୍ଣ୍ଣ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମ swipe କରନ୍ତୁ।
PM ଓ PET କେବଳ qualifying, ଏଥିରେ marks ମିଳେ ନାହିଁ। Written merit ଆଧାରରେ category-wise ପ୍ରାୟ 7 ଗୁଣ ପ୍ରାର୍ଥୀଙ୍କୁ PM/PET ପାଇଁ ଡକାଯିବ। Ex-Agniveer ମାନଙ୍କୁ PET ରୁ ଛାଡ଼ ମିଳିଛି।
Odisha Police Constable Recruitment ରେ PET ପୂର୍ବରୁ ସ୍ଥାନରେ ହିଁ medical team ପ୍ରାର୍ଥୀଙ୍କ fitness ଯାଞ୍ଚ କରିବ। PM ଓ PET ପରେ District Medical Board ଦ୍ୱାରା ବିସ୍ତୃତ Medical Examination ହେବ, ଯେଉଁଥିରେ Knock knee, Bow legs, Flat foot, Varicose veins, Squint, Colour blindness ଭଳି ସମସ୍ୟା ଥିଲେ ପ୍ରାର୍ଥୀ ଅଯୋଗ୍ୟ ହେବେ। PET ର ତାରିଖ ଘୁଞ୍ଚାଯିବ ନାହିଁ, ତେଣୁ ଆଜିଠାରୁ ଦୌଡ଼ ଅଭ୍ୟାସ ଆରମ୍ଭ କରନ୍ତୁ।
Group-D relaxation, medical ନିୟମ ଓ ପ୍ରସ୍ତୁତି tips ପାଇଁ ଆମର Odisha Police Constable Physical Test post ପଢ଼ନ୍ତୁ।
| Post | Final Merit Based On |
|---|---|
| Constable (Civil) & OISF | Common 100 + NCC + Driving marks |
| Constable (Communication) | Common 100 + Special 300 + NCC |
| Firefighter | Common 100 + NCC |
| Firefighting Driver | Common 100 + Driving Special 50 + NCC + Driving marks |
| Driver PMT | Common 100 + Driving Special 50 + NCC + Driving marks |
| Traffic Constable | Common 100 + NCC |
↔ Mobile ରେ ସମ୍ପୂର୍ଣ୍ଣ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମ swipe କରନ୍ତୁ।
NCC Bonus: A Certificate = 1, B = 2, C = 3 marks (କେବଳ ସର୍ବୋଚ୍ଚ ଗୋଟିଏ)। ଏହା form ରେ claim କରିବା ଜରୁରୀ। Driving Bonus: Civil, OISF, Driver PMT ଓ FF Driver ପାଇଁ LMV licence ରେ 3 marks ଓ HMV licence ରେ 5 marks ମିଳିବ। ଏଥିପାଇଁ licence ଅତି କମରେ 6 ମାସ (FF Driver ପାଇଁ 1 ବର୍ଷ) ପୁରୁଣା ହୋଇଥିବା ଓ practical driving test pass କରିବା ଜରୁରୀ।
ସମାନ marks ହେଲେ ବୟସରେ ବଡ଼ ପ୍ରାର୍ଥୀ ଆଗରେ ରହିବେ। ତା’ପରେ କମ୍ negative marks ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ମିଳିବ। ଏଥର କୌଣସି reserve ବା waiting list ରହିବ ନାହିଁ।
Odisha Police Constable Recruitment ରେ driving bonus ନେଉଥିବା ପ୍ରାର୍ଥୀ ଚାକିରିରେ ଗାଡ଼ି ଚଳାଇବା ଦାୟିତ୍ୱ ନେବାକୁ ସମ୍ମତ ବୋଲି ଧରାଯିବ। NCC ଓ licence ର ତଥ୍ୟ form ରେ ଠିକ୍ ଭାବେ ଦେବା ଓ certificate upload କରିବା ଜରୁରୀ।
| Post | Group-D (Service / Max Age / %) | Home Guard (Service / Max Age / %) |
|---|---|---|
| Constable (Civil) | 5 yr / 43 / 10% | 3 yr / 28 / 10% |
| Constable (Communication) | 5 yr / 43 / 10% (max 10 posts) | 3 yr / 28 / 10% |
| Firefighter | NA | 3 yr / 30 / 10% |
| Firefighting Driver | NA | 3 yr / 30 / 10% |
| Driver PMT | 5 yr / 43 / 20% | 3 yr / 28 / 10% |
| Constable OISF & Traffic Constable | NA | NA |
↔ Mobile ରେ ସମ୍ପୂର୍ଣ୍ଣ ତଥ୍ୟ ଦେଖିବା ପାଇଁ table କୁ ଡାହାଣ-ବାମ swipe କରନ୍ତୁ।
Odisha Police Constable Recruitment ରେ Constable (Civil) ଓ Communication ପାଇଁ Home Guard ମାନଙ୍କର basic training ଥିବା ଜରୁରୀ। ବାଛିଥିବା Home Guard ଓ Group-D ପ୍ରାର୍ଥୀଙ୍କୁ ନିଜ ନିଜ category ରେ ରଖାଯିବ। Group-D certificate Annexure-F ଓ Home Guard certificate Annexure-G format ରେ ଦେବାକୁ ହେବ।
| Event | Date |
|---|---|
| OUSSSC Notification release | 23.10.2026 |
| Online Apply start | 23.10.2026 (05:00 PM) |
| Online Apply last date | 12.11.2026 (10:00 PM) |
| Fee payment last date | 13.11.2026 (10:00 PM) |
| Admit Card | About 1 week before written exam |
| Written Exam date | To be announced |
Odisha Police Constable Recruitment ର exam date ଏବଂ Admit Card ସମ୍ବନ୍ଧୀୟ ସୂଚନା କେବଳ OUSSSC website ରେ ପ୍ରକାଶ ପାଇବ। ନିୟମିତ website ଯାଞ୍ଚ କରନ୍ତୁ ଓ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।
Odisha Police Constable Recruitment ରେ Constable (Civil) ପାଇଁ କେବଳ ଗୋଟିଏ police district ରେ apply କରିହେବ, ଯେଉଁଠି ଆପଣଙ୍କର Employment Exchange registration ଅଛି। Final submission ପରେ କିଛି ବଦଳାଇ ହେବ ନାହିଁ। ପୂରା step-by-step guide ପାଇଁ Odisha Police Constable Online Apply post ଦେଖନ୍ତୁ।
Odisha Police Constable Recruitment ର Online form ପୂରଣ ପୂର୍ବରୁ ନିମ୍ନ documents scan କରି PDF (100-500 KB) ରେ ପ୍ରସ୍ତୁତ ରଖନ୍ତୁ।
Photo white background ରେ 01.01.2026 ପରେ ଉଠାଯାଇଥିବା ହେବା ଦରକାର। Mask, goggles ବା ଟୋପି ପିନ୍ଧି photo ଉଠାନ୍ତୁ ନାହିଁ। Document Verification ସମୟରେ ସମସ୍ତ original documents ସହ application printout ନେଇ ଯିବାକୁ ହେବ।
Odisha Police Constable Recruitment ରେ ସଫଳ ହେବା ପାଇଁ ଲିଖିତ ପରୀକ୍ଷା ଓ PET ଉଭୟର ପ୍ରସ୍ତୁତି ଦରକାର। ନିମ୍ନ tips ଗୁଡ଼ିକ ମାନନ୍ତୁ।
Odisha Police Constable Recruitment ର ଲିଖିତ ପରୀକ୍ଷାରେ Situational awareness ଭଳି ପ୍ରଶ୍ନ ପାଇଁ Situational Awareness MCQ ମଧ୍ୟ ଦେଖିପାରନ୍ତି। ପୂର୍ବ Traffic Constable ପରୀକ୍ଷାର ଧାରଣା ପାଇଁ OSSC Traffic Constable Cut Off ପଢ଼ନ୍ତୁ।
| Link | Open |
|---|---|
| OUSSSC Official Website / Apply Online | ousssc.odisha.gov.in |
| Odisha Police Official Website | odishapolice.gov.in |
| District Wise Vacancy | Click Here |
| Syllabus & Exam Pattern | Click Here |
| Physical Test (PET) | Click Here |
| Age Limit & Eligibility | Click Here |
| Online Apply Guide | Click Here |
| OISF Constable Details | Click Here |
| Odisha Fireman Previous Year Question | Click Here |
| Odisha Police Driver Previous Year Question | Click Here |
Helpdesk: 0674-2916098, Email: helpdesk2ousssc@gmail.com (working days, 10:30 AM-5:00 PM, କେବଳ technical ପ୍ରଶ୍ନ ପାଇଁ)।
ପରୀକ୍ଷା ପ୍ରସ୍ତୁତି ପାଇଁ ପୁରୁଣା ପ୍ରଶ୍ନପତ୍ର ଅଭ୍ୟାସ କରିବା ସବୁଠାରୁ ଭଲ ଉପାୟ। ନିଜ Post ଅନୁଯାୟୀ ତଳ Link ଗୁଡ଼ିକ ଦେଖନ୍ତୁ।
Tech of World ର ଏହି video ରେ Odisha ର ବିଭିନ୍ନ ପରୀକ୍ଷାର Previous Year Question ଓ online practice test ବିଷୟରେ ଜାଣିପାରିବେ। Form fill up ପରେ ସମୟ ନଷ୍ଟ ନକରି ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତୁ।
ଏଥର ମୋଟ 7268 ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରୁ Constable (Civil) 4219 ଓ Constable OISF 2212 ପଦ। Odisha Police Constable Recruitment ପାଇଁ ଏହା ଏକ ବଡ଼ ସୁଯୋଗ।
Online Apply 12 November 2026 (10 PM) ପର୍ଯ୍ୟନ୍ତ ଚାଲିବ। Fee payment 13 November 2026 (10 PM) ପର୍ଯ୍ୟନ୍ତ କରିହେବ। Odisha Police Constable Recruitment ର form କେବଳ online ରେ ହିଁ ଗ୍ରହଣ କରାଯିବ।
Constable (Civil) ପାଇଁ +2 (CHSE Odisha ବା ସମକକ୍ଷ) pass ଦରକାର। Odia ଜାଣିବା ମଧ୍ୟ ବାଧ୍ୟତାମୂଳକ। Odisha Police Constable Recruitment ର ଅନ୍ୟ post ର ଯୋଗ୍ୟତା ଉପର table ରେ ଦେଖନ୍ତୁ।
10th pass ପ୍ରାର୍ଥୀ Constable OISF ପାଇଁ apply କରିପାରିବେ। ବୈଧ LMV/HMV licence ଥିଲେ Driver PMT ପାଇଁ ମଧ୍ୟ apply କରିହେବ।
Odisha Police Constable Recruitment ରେ Constable (Civil) ପାଇଁ age limit 18-26 ବର୍ଷ (01.01.2026 ସୁଦ୍ଧା)। SC, ST, SEBC ଓ ମହିଳାଙ୍କୁ ଉପର ବୟସରେ 5 ବର୍ଷ ଛାଡ଼ ମିଳିବ।
ହଁ। Common paper ରେ ପ୍ରତି ଭୁଲ ଉତ୍ତର ପାଇଁ 0.25 mark କଟିବ। ଉତ୍ତର ନଦେଲେ କୌଣସି mark କଟିବ ନାହିଁ।
Notification ରେ କେବଳ Pay Level ଦିଆଯାଇଛି। Constable (Civil) Level-5 (starting basic ₹21,700 approx.) ଓ Firefighter Level-4 (approx. ₹19,900) ରେ ଅଛନ୍ତି।
UR ଓ SEBC ପାଇଁ ₹500, SC ଓ ST ପାଇଁ fee ନାହିଁ। ପରୀକ୍ଷାରେ ବସିଥିବା ପ୍ରାର୍ଥୀଙ୍କୁ fee ଫେରସ୍ତ ମିଳିବ।
ନା। ମହିଳା ଓ Transgender ପ୍ରାର୍ଥୀ Firefighter, Firefighting Driver ଓ Driver PMT ପାଇଁ ଯୋଗ୍ୟ ନୁହନ୍ତି। ବାକି post ପାଇଁ apply କରିପାରିବେ।
Odisha Police Constable Recruitment ର ଲିଖିତ ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ପରୀକ୍ଷାର ପ୍ରାୟ 1 ସପ୍ତାହ ପୂର୍ବରୁ Admit Card ମିଳିବ। Odisha Police Constable Recruitment ର ସବୁ update ପାଇଁ ଏହି page bookmark କରି ରଖନ୍ତୁ।
Odisha Police Constable Recruitment 2026 ରେ 7268 ପଦ ସହ ଏହା Odisha ର ଯୁବକ-ଯୁବତୀଙ୍କ ପାଇଁ ଏକ ବଡ଼ ସୁଯୋଗ। ନିଜ qualification ଓ ବୟସ ଅନୁଯାୟୀ ସଠିକ post ବାଛନ୍ତୁ ଓ 12 November 2026 ପୂର୍ବରୁ form ପୂରଣ କରନ୍ତୁ।
Form ପରେ ଲିଖିତ ପରୀକ୍ଷା ଓ PET ଉଭୟର ପ୍ରସ୍ତୁତି ଏକାସାଙ୍ଗେ ଆରମ୍ଭ କରନ୍ତୁ। Math PYQ ଓ English PYQ ନିୟମିତ ଅଭ୍ୟାସ କରନ୍ତୁ। ସବୁ ନୂଆ update ପାଇଁ OUSSSC website ଓ Tech of World ସହ ଯୋଡ଼ି ହୋଇ ରୁହନ୍ତୁ।